ଥାଇଲାଣ୍ଡ‌ର ଅଠାଳିଆ ଜଳପ୍ରପାତ

ଥାଇଲାଣ୍ଡ: ଅଧିକାଂଶ ଜଳପ୍ରପାତ ଖସଡ଼ା। କେତେକ ଏତେ ଖସଡ଼ା ଯେ, ତଳୁ ଉପରକୁ ଚଢ଼ିବା ଅସମ୍ଭବ। ତେବେ, ଥାଇଲାଣ୍ଡ‌ରେ ଥିବା ବୁଆ ଥାଙ୍ଗ‌ ଜଳପ୍ରପାତ ଏକ ବ୍ୟତିକ୍ରମ। ଏହା ଉପରକୁ ଚଢ଼ିବା ବା ଓହ୍ଲାଇବା ବେଶ୍‌ ସହଜ। କୌଣସି ସ୍ବତନ୍ତ୍ର ଯନ୍ତ୍ରପାତିର ସହାୟତା ବିନା ଏହା ଉପରକୁ ଚଢ଼ାଯାଇପାରେ। ଏହି ପ୍ରପାତ ଚିଆଂ ମେଇ ପ୍ରଦେଶରେ ଅବସ୍ଥିତ। ଯେଉଁ ପ୍ରସ୍ତର ଶଯ୍ୟା ଉପରେ ଏହା ପ୍ରବାହିତ, ତାହା ଅତି ଅଠାଳିଆ … Continue reading ଥାଇଲାଣ୍ଡ‌ର ଅଠାଳିଆ ଜଳପ୍ରପାତ